ତାଜା ଖବର ରାଉରକେଲା : ଓଡ଼ିଶା ହକି ବିଶ୍ୱକପ୍-୨୦୨୩ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ଅଧିକାରୀ ରାଉରକେଲା ଗସ୍ତ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ୟେଦ୍ଦୁଲା ବିଜୟଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ହକି ବିଶ୍ୱକପର କିଛି ମ୍ୟାଚ୍ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବାରୁ ଏନେଇ ସେମାନେ ବିଭିନ୍ନ ସ୍ଥାନ ବୁଲିଥିଲେ। December 13, 2019 Post navigation Previous ସୁବର୍ଣ୍ଣପୁର : ସଦର ଥାନା ମଲ୍ଲିକମୁଣ୍ଡା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ପଡ଼ି ୨ ଶିଶୁକନ୍ୟା ମୃତ। ସକାଳ ୧୧ ଟାରୁ ଗାଁର ନୃପ ଲୁହାଙ୍କ ଝିଅ ରାକ୍ଷୀ ଓ ଉଗ୍ରସେନ ମହାନନ୍ଦଙ୍କ ଝିଅ ପିଙ୍କି ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ମିଳିଥିଲା।Next ନୂଆଦିଲ୍ଲୀ: ମୁଣ୍ଡକା ଅଞ୍ଚଳର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ । ବିଳମ୍ବିତ ରାତିରୁ କାରଖାନାରେ ଲାଗିଛି ନିଆଁ ।