spot_img

Latest Posts

ଯୋଡ଼ା: ବଡ଼ବିଲ ଥାନାରେ ଫାଶୀ ଲଗାଇ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ସେଡିଂ ବସ୍ତିର ସୁରେଶ ନାଏକ । ଗତ ୧୮ ତାରିଖ ସନ୍ଧ୍ୟାରେ ସୁରେଶକୁ ଉଠାଇ ନେଇଥିଲା ପୋଲିସ ।

Latest Posts

Don't Miss