spot_img

Latest Posts

ମାଲକାନଗିରି : କାଲିମେଳା ବ୍ଲକ କାଟନପାଲି ଗାଁରେ ଚର୍ମ ସଂକ୍ରମଣ ଏବଂ ଥଣ୍ଡା କାଶରେ ୧୭ ଜଣ ଶିଶୁ ଆକ୍ରାନ୍ତ। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ଏମ.ଭି-୭୯ ମେଡିକାଲରେ ଭର୍ତ୍ତି । ଆକ୍ରାନ୍ତ ଶିଶୁଙ୍କ ବୟସ ବର୍ଷେରୁ ୨ ବର୍ଷ ମଧ୍ୟରେ ହେବାନେଇ ସୂଚନା ।

')}

Latest Posts

Don't Miss