ମହାରାଷ୍ଟ୍ର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଶିବାଜୀ ପାର୍କରେ ବିଶାଳ ସମାରୋହରେ ନେଲେ ଶପଥ । ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ହେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ କୋଶଓ୍ୱାରୀ ଦେଲେ ପଦ ଓ ଗୋପନୀୟତାର ଶପଥ । ଏନସିପି, କଂଗ୍ରେସର ନେତା ମଧ୍ୟ ମନ୍ତ୍ରୀଭାବେ ନେଲେ ଶପଥ ।