spot_img

Latest Posts

ଭୁବନେଶ୍ୱର : MIO ତୃତୀୟ ପର୍ଯ୍ୟୟ ପାଇଁ କାଉଣ୍ଟ ଡାଉନ । ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ। ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ୍ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ। OFDCର ସ୍ୱତନ୍ତ୍ର ୱେବସାଇଟ ଉନ୍ମଚନ କଲେ ମୁଖ୍ୟମନ୍ତ୍ରୀ ।

Latest Posts

Don't Miss