spot_img

Latest Posts

ଭୁବନେଶ୍ୱର : ୨୦ ଛାତ୍ରଛାତ୍ରୀ ପାଇଲେ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ ପୁରସ୍କାର। ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କଲେ। ଏମାନେ ଆସନ୍ତା ବର୍ଷ ମେ ମାସରେ ଇସ୍ରୋ ଯିବାକୁ ମନୋନୀତ ହୋଇଛନ୍ତି।

Latest Posts

Don't Miss