spot_img

Latest Posts

ଭୁବନେଶ୍ୱର : ୨୦୧୫ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ପଣ୍ଡାପାର୍କ ବସ୍ତିରେ ନାବାଳିକାକୁ ଦୁର୍ଷ୍କମ ଘଟଣା । ଅଭିଯୁକ୍ତ ସଞ୍ଜୟ ନାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୪ ତଥା ପୋକସୋ କୋର୍ଟ। ୧୦ ବର୍ଷ ଜେଲ ଦଣ୍ଡ ସହିତ ୨୦ ହଜାର ଟଙ୍କା ଫାଇନ, ଅନାଦେୟ ୬ ମାସ ଜେଲ ଦଣ୍ଡ ।

Latest Posts

Don't Miss