spot_img

Latest Posts

ଭୁବନେଶ୍ୱର : ସିକ୍ୟୁରିଟି ଏସପି କାହ୍ନୁଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ ଚାଲୁଥିବା ବେଳେ ସେ ଉଠାଇଥିବା ପ୍ରସଙ୍ଗ ଉପରେ ଜଣେ ଅଧିକାରୀ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ଗୃହର ସ୍ୱାଧିକାର ଭଙ୍ଗ କରିଥିବା କହିଲେ ନରସିଂହ। ତାଙ୍କୁ ଗୃହକୁ ଡାକିବାକୁ କଲେ ଦାବି।

')}

Latest Posts

Don't Miss