ତାଜା ଖବର ଭୁବନେଶ୍ୱର : ସଚିବ ସ୍ତରରେ ଅଦଳ ବଦଳ। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ। ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ। January 2, 2020 Post navigation Previous ଯାଜପୁର: ସୁକିନ୍ଦା ଥାନା ଦାମୋଦରପୁର ଗାଁରେ ନିଶାସକ୍ତ ୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୨ ଯୁବକଙ୍କ ଆକ୍ରମଣରେ ଜଣେ ନାବାଳକ ସମେତ ୫ ଜଣ ରକ୍ତାକ୍ତ । ଗୁରୁତର ନାବାଳକ କଟକ ସ୍ଥାନାନ୍ତର, ଆହତ ସୁକିନ୍ଦା ମେଡିକାଲାରେ ଭର୍ତ୍ତି । ଜଣକୁ କାବୁ କରି ପୋଲିସରେ ଦେଲେ ଗ୍ରାମବାସୀ ।Next ଅଯୋଧ୍ୟା ରାୟ ଉପରେ ସ୍ୱତନ୍ତ୍ର ଡେସ୍କ ଗଠନ କଲା ଗୃହ ମନ୍ତ୍ରାଳୟ