ଭୁବନେଶ୍ୱର : ଶସ୍ତ୍ର ଏଣ୍ଟରପ୍ରାଇଜେସ୍ ଚିଟଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶରୁ ନିର୍ଦ୍ଦେଶକ ବାଲାରାଜୁ ମଲିକାର୍ଜୁନ ରାଜୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଳ୍ୟୁ । କମ୍ପାନୀ ନାଁରେ ୨୮ କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା । ବାଲେଶ୍ୱର ଓ ବାରିପଦାରେ କରୁଥିଲା ବ୍ୟବସାୟ, ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।