spot_img

Latest Posts

ଭୁବନେଶ୍ୱର : ଲାଞ୍ଚୁଆ ଏଏସଆଇଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ । ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡିର ପୂର୍ବତନ ଏଏସ୍ଆଇ ବିରବର ଲେଙ୍କାଙ୍କୁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନସ ଜଜ୍ । ୨୦୧୫ରେ ବୀରବର ଟ୍ରାକ୍ଟର ଛାଡି ଦେବାକୁ ୭୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନସ ଧରିଥିଲା ।

Latest Posts

Don't Miss