spot_img

Latest Posts

ଭୁବନେଶ୍ୱର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର । କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍ ନିକଟରେ ଚଳନ୍ତା କାରରେ ନିଆଁ । କାରଟି କଟକରୁ ଭୁବନେଶ୍ୱର ଆସୁଥିଲା । କାରରେ ଥିବା ୪ ଜଣ ସୁରକ୍ଷିତ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

Latest Posts

Don't Miss