ଭୁବନେଶ୍ୱର : ରାଜ୍ୟରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି,ଏହା ଅଛି ଓ ରହିବ। ଏହି ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ, ଉଚିତ ମୂଲ୍ୟ ପାଇବେ। ଯଦି ଏହାକୁ ଆହୁରି ଭଲ କରିବା ପାଇଁ ଚାଷୀ ମତାମତ ଦେବେ ତାହେଲେ ସରକାର ଏହାକୁ ଗ୍ରହଣ କରିବେ ବୋଲି ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।