ଭୁବନେଶ୍ୱର : ରାଜ୍ୟରେ ଗହଣା ଦୋକାନୀ ଲୋକଙ୍କୁ ଠକିବା ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ବାଲେଶ୍ୱରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକର ୭ଟି ଦୋକାନ ଉପରେ ଚଢ଼ାଉ ହୋଇଛି। ଭୁବନେଶ୍ୱର ଓ ବ୍ରହ୍ମପୁରରେ ସୁନା ଦୋକାନ ଯାଞ୍ଚ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ।