ଭୁବନେଶ୍ୱର : ରାଜ୍ୟରେ କୃଷିଫାର୍ମର ସ୍ଥିତି ନେଇ ଗୃହରେ ଆଲୋଚନା। ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ୬୩ଟି କୃଷି ଫାର୍ମ ଅଛି, ସେଥିରୁ ୪ଟି ପୁନରୁଦ୍ଧାର ଅବସ୍ଥାରେ ନାହିଁ । ୮୫ଟି ଉଦ୍ୟାନ କୃଷି ଫାର୍ମ ଅଛି ସେଥିରୁ ୫ଟି ପୁନରୁଦ୍ଧାର ସ୍ଥିତିରେ ନାହିଁ । ଲାଭଦାୟକ ନଥିବାରୁ ଅଚଳ ଫାର୍ମ ପୁନରୁଦ୍ଧାର କରାଯାଉନି ।