ଭୁବନେଶ୍ୱର : ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାର ହେବ ସମ୍ପସରଣ । ଖର୍ଚ୍ଚ ହେବ ୧୯୯୫ କୋଟି ଟଙ୍କା, ୩୬୫ ଲୋକଙ୍କୁ ମିଳିବ ନିଯୁକ୍ତି। ଯାଜପୁରରେ ଇ-ଭେଇକିଲର ଆସେମ୍ବଲ ପ୍ଲାଣ୍ଟ ହେବ । ଶ୍ରୀ ସିମେଣ୍ଟ ବି ଓଡ଼ିଶାରେ କରିବ କାରଖାନା। ଏହାସହିତ ଭିତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପାୟନରେ ନିବେଶ ହେବ ୬୧୦୦ କୋଟି ଟଙ୍କା।