ଭୁବନେଶ୍ୱର : ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି । ସବୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ, ଏଭଳି ସ୍ପର୍ଶକାତର ଘଟଣାରେ ପୋଲିସ ଆକ୍ସନର ତର୍ଜମା କର । ଅବହେଳା ନଦେଖାଇ ଗୁରୁତର ସହ ତଦନ୍ତ କରିବାକୁ ପରାମର୍ଶ ।