spot_img

Latest Posts

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କ ଲାଗି ଖୁସି ଖବର । ଆଗାମୀ ୨ ମାସ ଯାଏଁ ଏସି ବସ ଭଡ଼ାରେ ରିହାତି । ମୂଳ ଭଡ଼ାରୁ ପ୍ରାୟ ୩୮ ପ୍ରତିଶତ କମ କଲା କ୍ରୁଟ । ନୂତନ ରିହାତି ଭଡ଼ା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ । ରିହାତିରେ ଏସି ବସର ସର୍ବାଧିକ ଭଡ଼ା ୭୦ ଟଙ୍କା ।

Latest Posts

Don't Miss