spot_img

Latest Posts

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ । ମହାନଦୀ ଜଳ ବିବାଦ ମାମଲାରେ ରଖିଲେ ପ୍ରତିକ୍ରିୟା । ୨ ରାଜ୍ୟର ହିତ ପାଇଁ ଆଲୋଚନା ମାଧ୍ୟମରେ ସମାଧାନ ହେବ ।

Latest Posts

Don't Miss