spot_img

Latest Posts

ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନରେ ଦୁଇ ଚକିଆ ସ୍କୁଟରରେ ରେଳବାଇ ସୁରକ୍ଷା ବଳର ଅଧିକାରୀ ଏଣିକି ପଇଁତରା ମାରିବେ। ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗୱେ ସ୍କୁଟର ମିଳିଛି। ଘଣ୍ଟାପ୍ରତି ୮ରୁ୧୦ କିମି ଯାଇପାରିବ ସ୍କୁଟର । ରେଲୱେ IGଙ୍କ ଉପସ୍ଥିତିରେ ରେଲଓ୍ୱେ GM ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି ।

')}

Latest Posts

Don't Miss