spot_img

Latest Posts

ଭୁବନେଶ୍ୱର : ବିରୋଧୀ ଦଳର ବିରୋଧ ସତ୍ତ୍ୱେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ । ଅବଧି ପୂର୍ବରୁ ଶେଷ ହେଲା ଶୀତକାଳୀନ ଅଧିବେଶନ। ୨୧ଦିନ ପୂର୍ବରୁ ସରିଲା ଅଧିବେଶନ। ଏଥିରେ ସର୍ବମୋଟ ଥିଲା ୧୩ଟି କାର୍ଯ୍ୟ ଦିବସ । ୧୩୨୬ଟି ତାରକା ପ୍ରଶ୍ନ ଓ ୧୬୩୬ଟି ଅଣତାରକା ପ୍ରଶ୍ନ ରହିଥିଲା। ସେହିପରି ୧୩ଟି ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଛି ।ଏହି ଅଧିବେଶନରେ ସର୍ବମୋଟ ୫ଟି ବିଲ୍ ପାରିତ ହୋଇଛି । ନଭେମ୍ବର ୧୩ତାରିଖରୁ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଗୃହ ଚାଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Latest Posts

Don't Miss