spot_img

Latest Posts

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ପ୍ରଶ୍ନକାଳ ବାତିଲ୍ କରି ମୂଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିବାକୁ ଗୃହକୁ ପ୍ରଥମେ ଅପରାହ୍ନ ୩ଟା ଯାଏଁ ମୁଲତବୀ କରାଯାଇଥିଲା ।

')}

Latest Posts

Don't Miss