spot_img

Latest Posts

ଭୁବନେଶ୍ୱର: ବରଗଡ଼ରେ ୨୦୧୮ରେ ଧାନ କିଣା ଅନିୟମିତତା କଥା ଉଠାଇଲେ ଦେବେଶ ଆଚାର୍ଯ୍ୟ । ୧୩ଟି ପ୍ୟାକ୍ସ ଉପରେ ଚଢ଼ାଉ ହୋଇଥିବା କହିଲେ ଯୋଗାଣ ମନ୍ତ୍ରୀ । ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି ଦେବେଶଙ୍କ ଦାବି । ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକାନଯାଉ: ଦେବେଶ ।

Latest Posts

Don't Miss