ଭୁବନେଶ୍ୱର : ବଡ଼ଦିନ ଓ ନୂଆବର୍ଷ ପାଇଁ ଆତସବାଜି ଫୁଠାଇବା ଉପରେ କଟକଣା ଜାରି କଲେ ରାଜ୍ୟ ମାନବାଧିକାର କମିଶନ୍। ରାତି ୧୧.୫୫ରୁ ରାତି ୧୨.୩୦ ମଧ୍ୟରେ ଫୁଟାଇ ହେବ ବାଣ। ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ। ନିୟମର ଉଲଙ୍ଘନ ହେଲେ ସଂପୃକ୍ତ ଥାନା ଅଧିକାରୀ ଦାୟୀ ରହିବେ।