spot_img

Latest Posts

ଭୁବନେଶ୍ୱର: ପୋଲିସ ବିରୋଧରେ ଏଫଆଇଆର । ଏୟାରଫିଲ୍ଡ ଥାନା ଏଏସଆଇ ନବଘନ ସାହୁଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଘର ନିର୍ମାଣ ଚଙ୍କା ନଦେଇ ଧମକ ଦେଉଥିବା ଠିକାଦାର ଅନୁପ ରଥଙ୍କ ଅଭିଯୋଗ । ୪୨୦ ଦଫାରେ ମାମଲା ରୁଜୁ ।

Latest Posts

Don't Miss