ତାଜା ଖବର ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ୩ ବର୍ଷରୁ ଅଧିକ ସମୟ ଧରି ସେ ଅସୁସ୍ଥ ରହିଥିଲେ । ଗତ ୨୦୧୬ରୁ ପାରଳା ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । January 10, 2020 Post navigation Previous ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା । ସୁପ୍ରିମକୋର୍ଟରେ ଆଉ ଜଣେ ଦୋଷୀ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନ୍ ଦାଖଲ । ଆସନ୍ତା ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ୍ କୋର୍ଟ ।Next ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍, ୫ଟି ବାଇକ୍ ଜବତ ।