spot_img

Latest Posts

ଭୁବନେଶ୍ୱର: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କଡ଼ା ଚେତାବନୀ । ଡିସେମ୍ବର ପହିଲାରୁ କଡ଼ାକଡ଼ି ଲାଗୁ ହେବ ନୂଆ ମୋଟର ଯାନ ଆଇନ । ଆଉ ରିଲାକ୍ସ ଦିଆଯିବନି । କାଗଜପତ୍ର ପ୍ରସ୍ତୁତ ପାଇଁ ଯଥେଷ୍ଟ ସମୟ ଦିଆଯାଇଥିଲା ।

Latest Posts

Don't Miss