spot_img

Latest Posts

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗରେ ୫-ଟି ଲାଗୁ ହେବାପରେ ବୌଦ୍ଧ ହରଭଙ୍ଗାର ବିଡିଓ ରବୀନ୍ଦ୍ର ଶତପଥି ନିଲମ୍ବିତ । ସୋର କେଦାରପୁର ସରପଞ୍ଚ ଅଭିମନ୍ୟୁ ଜେନା ଓ ଦିଗପହଣ୍ଡି ଆଙ୍କ୍ରୋଡାର ସରପଞ୍ଚ ଉଷାନ୍ତ ସାହୁ ମଧ୍ୟ ନିଲମ୍ବିତ । ପିଏମ୍ ଆବାସ ଯୋଜନାରେ ଗାଇଡ ଲାଇନ୍ ପାଳନ କରିନଥିବାରୁ ବିଡିଓ ସସପେଣ୍ଡ ସୂଚନା ।

Latest Posts

Don't Miss