spot_img

Latest Posts

ଭୁବନେଶ୍ୱର : ନାଗରିକତା ସଂଶୋଧନ ବିଲ୍-୨୦୧୯ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ରାଜ୍ୟରେ ସଦଭାବନା ବଜାୟ ରଖିବାକୁ ବିଭିନ୍ନ ମୁସଲମାନ୍ ସଂପ୍ରଦାୟର ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ମୁସଲିମ୍ ନେତା ଲୋକସେବା ଭବନରେ ପହଞ୍ଚିଛନ୍ତି।

Latest Posts

Don't Miss