ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ। ଫଟୋ ପୁସ୍ତିକା ‘MAJESTIC MARA’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ମାରାରେ ଓଡ଼ିଶାର ୩ ପ୍ରତିଷ୍ଠିତ ଫଟୋଗ୍ରାଫର କରିଥିଲେ ଫଟୋଗ୍ରାଫି । ପୁରୀ ଗଜପତି ଦିବ୍ୟସିଂହ ଦେବ କରିଛନ୍ତି ଭିଡିଓଗ୍ରାଫି ।