spot_img

Latest Posts

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ଆଉ ଏକ ଆନାକୋଣ୍ଡା ମୃତ । ୨ ଦିନ ତଳେ ଅନ୍ୟ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ୬କୁ ଖସିଲା ସଂଖ୍ୟା । ରକ୍ତ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା ।

Latest Posts

Don't Miss