ଭୁବନେଶ୍ୱର: ଦୁଷ୍କର୍ମ କଲେ ଆଉ ଖୋର୍ଦ୍ଧା ନେଇ ଯୁବତୀଙ୍କୁ ରାସ୍ତା କଡ଼କୁ ଫିଙ୍ଗିଦେଲେ। ଭୁବନେଶ୍ୱର ପାତ୍ରପଡ଼ା କଳିଙ୍ଗ ବିହାର ସମ ହସ୍ପିଟାଲ ରାସ୍ତାରେ ତାଙ୍କ ପ୍ରତି ଦୁଷ୍କର୍ମ କରାଯାଇ ରାସ୍ତାକୁ ଫିଙ୍ଗି ଦିଆଯାଇଥିଲା । ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟସ୍ଥ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଛି ।
')}