spot_img

Latest Posts

ଭୁବନେଶ୍ୱର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ସହ ଫୋନରେ କଥା ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ୧୯ ଜଣ ଅଭିଯୋଗକାରୀଙ୍କ ସହ କଥା ହୋଇ ମୋ ସରକାର ଏବଂ 5T କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ କଲେ ।

Latest Posts

Don't Miss