spot_img

Latest Posts

ଭୁବନେଶ୍ୱର : ଡିସେମ୍ବର ୧୪ରେ ଦିଲ୍ଲୀରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ସମ୍ମିଳନୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗଦେବେ । ୪୬ଟି ବିଶ୍ୱବିଦ୍ୟାଳୟର କୂଳପତି ଓ ନିର୍ଦ୍ଦେଶକ ଏଥିରେ ସାମିଲ ହେବେ ।

Latest Posts

Don't Miss