spot_img

Latest Posts

ଭୁବନେଶ୍ୱର : ଡାଲି, ଆଳୁ, ଖାଇବା ତେଲ, ପିଆଜର ଦର ବୃଦ୍ଧି ନେଇ ସରକାରଙ୍କ ପାଖରେ ଖବର ଥିବା ବିଧାନସଭାରେ ସ୍ୱୀକାର କଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଲେ, ଏହା ଜାତୀୟ ସମସ୍ୟା, ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ଉପରେ ପଡ଼େ । କଳାବଜାରି ରୋକିବାକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss