spot_img

Latest Posts

ଭୁବନେଶ୍ୱର : ଜାନୁଆରୀରେ ହେବ ରାଜ୍ୟ କଂଗ୍ରେସର ନବକଳେବର । ଯୁବ, ମହିଳା ଓ ଛାତ୍ର କଂଗ୍ରେସରେ ହେବ ପରିବର୍ତ୍ତନ । ସାଂଗଠନିକ ନିର୍ବାଚନ ପରେ ଦିଲ୍ଲୀକୁ ପ୍ରେରଣ ହୋଇଛି ରିପୋର୍ଟ । କେବଳ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମୋହରକୁ ଅପେକ୍ଷା ବୋଲି ସୂଚନା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Latest Posts

Don't Miss