spot_img

Latest Posts

ଭୁବନେଶ୍ୱର : ଘୁଞ୍ଚିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା l ଡିସେମ୍ବର ନୁହେଁ, ଜାନୁୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି l ଖୁବଶୀଘ୍ର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ନିର୍ବାଚନ ସରିବ । ଏ ନେଇ ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Latest Posts

Don't Miss