spot_img

Latest Posts

ଭୁବନେଶ୍ୱର: ଗ୍ୟାରେଜ ଛକ ନିକଟରେ ବେଆଇନ୍ ୩ ମହଲା ଘରକୁ ଭାଙ୍ଗିଲା ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ୨ଟି ବୁଲଡୋଜର ଲଗାଯାଇ ଉଚ୍ଛେଦ । ପୂର୍ବରୁ ଉଚ୍ଛେଦ ନେଇ ନୋଟିସ୍ କରିଥିଲା ବିଡିଏ । ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ।

Latest Posts

Don't Miss