spot_img

Latest Posts

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧୮ ତାରିଖରେ ସଡ଼କ ସୁରକ୍ଷା ନେଇ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ହେବ । ଏଥିରେ ପୋଲିସ ଡିଜିପିଙ୍କ ସମେତ ପରିବହନ ମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ନୂଆ ପରିବହନ ନିୟମକୁ ଭଲ ଭାବେ କାର୍ଯ୍ୟକାରୀ କରାଯିବ ଓ ଫାଇନ ଆଦାୟ ସମ୍ପର୍କରେ ଆଲୋଚନା ହେବ।

Latest Posts

Don't Miss