spot_img

Latest Posts

ଭୁବନେଶ୍ୱର : ଆଉ ୩ ମାସ କୋହଳ ହେଲା ଆରଟିଓ ଯାଞ୍ଚ, ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଘୋଷଣା । ଡେଡଲାଇନ୍ ବୃଦ୍ଧି ନେଇ ବିଧାନସଭାରେ ଦାବି କରିଥିଲେ ସବୁ ଦଳର ବିଧାୟକ । ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ସରକାର ।

Latest Posts

Don't Miss