ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ବସ-ଟ୍ରକ ମୁହାଁମୁହିଁ । ଦୁର୍ଘଟଣାରେ ୨ ମୃତ ୨୮ରୁ ଅଧିକ ଯାତ୍ରୀ ଆହତ । ଅଗ୍ନିଶମ ବାହିନୀ ପକ୍ଷରୁ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି। ଭୋର ୩.୫୦ରେ ଧାମନଗରରୁ ବସଟି ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା ।

Leave a Reply