ଭଦ୍ରକ : ସ୍କୁଲ ଯାଉଥିବା ବେଳେ ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରୀଙ୍କୁ ନିଶା ଗ୍ୟାସ ସ୍ପ୍ରେ କଲେ ସ୍ଥାନୀୟ ବ୍ୟକ୍ତି। ଦୁଇ ଛାତ୍ରୀ ଅଚେତ ଅବସ୍ଥାରେ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବନ୍ତ ପୋଲିସ।