ଭଦ୍ରକ : କେନ୍ଦୁଆପଦା ଡାଳିମ୍ୱ ଗାଡ଼ିଆ ଛକରେ ଅଭାବନୀୟ ଘଟଣା। ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବତୀ ଓ ତାଙ୍କ ବାପାଙ୍କୁ ବିଚ୍ ରାସ୍ତାରେ ହାଣିଲା ଯୁବକ। ଆହତଙ୍କ ନାଁ ରବୀନ୍ଦ୍ର ସାହୁ ଓ ନମିତା। ଗୁରୁତର ଅବସ୍ଥାରେ ଉଭୟ କଟକ ସ୍ଥାନାନ୍ତର। ଏକତରଫା ପ୍ରେମରୁ ବିଫଳ ହେବା ପରେ ପ୍ରେମିକ ଏଭଳି କରିଥିବା ସନ୍ଦେହ।