spot_img

Latest Posts

ଭଦ୍ରକରେ ସ୍ଥାପନ ହେବ ନୂତନ ମେଡିକାଲ କଲେଜ୍ । ପ୍ରସ୍ତାବିତ ମେଡିକଲ କଲେଜ୍ ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ ହେବ । ଏଥିପାଇଁ ଚିହ୍ନଟ ହୋଇଛି ୨୫ ଏକର ସ୍ଥାନ । ଆସନ୍ତା ଫେବ୍ରୁଆରୀ ମାସରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ ।

Latest Posts

Don't Miss