spot_img

Latest Posts

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ । ବିଜୁ ଜନତା ଦଳର ସାଧାରଣ ସଂପାଦକ (ସଂଗଠନ) ହେଲେ ପ୍ରଣବ । ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମାଙ୍କୁ ସାଧାରଣ ସଂପାଦକ (ମୁଖ୍ୟ କାର୍ଯ୍ୟାଳୟ)ର ଦାୟିତ୍ୱ ।

')}

Latest Posts

Don't Miss