spot_img

Latest Posts

ବାଲେଶ୍ୱର: ସୋର ଥାନାର ଏଏସଆଇ ମୀନକେତନ ସିଂ ନିଲମ୍ବିତ । ନିଲମ୍ବନ କଲେ ପୂର୍ବାଞ୍ଚଳ ଡିଆଇଜି । ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବାବେଳେ ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ କରିଥିଲେ ଏଏସଆଇ ।

Latest Posts

Don't Miss