spot_img

Latest Posts

ବାଲେଶ୍ୱର: ଫାଲକନ୍ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇ ୧୫୦ରୁ ଅଧିକ ଅସୁସ୍ଥ ଘଟଣା । ଫ୍ୟାକ୍ଟ୍ରିକୁ ସିଲ୍ କଲା ବାଲେଶ୍ୱର ଜିଲ୍ଲା ପୋଲିସ । ଫାଲକନ୍ ମେରାଇନର ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଘଟଣାର ତଦନ୍ତ ପାଇଁ ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ ।

')}

Latest Posts

Don't Miss