ବାଲେଶ୍ୱର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚରରୁ ପିନାକାର ସଫଳ ଉତକ୍ଷେପଣ। ୧୦ଟା ୫୪ରେ ହେଲା ପରୀକ୍ଷଣ। ଗୋଟିଏ ସ୍ଥାନରୁ ବିଭିନ୍ନ ଦିଗକୁ ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦର କ୍ଷମତା ରହିଛି ପିନାକ। DRDO ଦ୍ଵାରା ନିର୍ମିତ ଏହି ରକେଟ୍ ସେନା ପାଇଁ ବିକଶିତ ହୋଇଛି।