spot_img

Latest Posts

ବାରିପଦା : ହଟିଲେ ମୟୁରଭଞ୍ଜ ବଡ଼ସାହିର ଥାନା ଅଧିକାରୀ । IIC ବିଶ୍ୱଜା କୁମାର ରାଉତରାୟଙ୍କ ଲାଞ୍ଚ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ । ବାରିପଦା ମୁଖ୍ୟାଳୟକୁ ବଦଳି ନେଇ ନିର୍ଦ୍ଦେଶ । ମଞ୍ଜୁଲତା ଧଡ଼ାଙ୍କୁ ତାଙ୍କୁ ସ୍ଥାନରେ ଦିଆଗଲା ଦାୟିତ୍ୱ ।

')}

Latest Posts

Don't Miss