spot_img

Latest Posts

ପଶ୍ଚିମବଙ୍ଗ : ଯାଦବପୁର ବିଶ୍ୱବିଦ୍ୟାଳୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ କଳାପତାକା ଦେଖାଇଲେ ଛାତ୍ରଛାତ୍ରୀ। ରାଜ୍ୟପାଳ କହିଲେ, ଭୂଶୁଡି ପଡ଼ିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଚାନସେଲର ହିସାବରେ ଏହା ସବୁଠାରୁ କଷ୍ଟଦାୟକ ଘଟଣା । କାହିଁକି ସେମାନେ ବିରୋଧ କରୁଛନ୍ତି ସେ ସଂପର୍କରେ ତାଙ୍କୁ ଜଣାନାହିଁ ।

Latest Posts

Don't Miss